ନିଶା ଅବସ୍ଥାରେ ରହି ପୂଜା ଓ ଶିଭ ଉଭୟ ଖୁସି ର ମୁହୁର୍ତ୍ତ ବିତାଉଥାନ୍ତି। ଆଶୁ କ୍ଷୀର ରେ ମିଶାଇ ଥିବା ଟାବଲେଟ୍ ଅନୁଯାୟୀ ଶିଭ ଓ ପୂଜା ନିଦରେ ଶୋଇବା ବଦଳରେ, ତାଙ୍କର ଏପରି ଅବସ୍ଥା ଦେଖି ଜୋତିକା ଆଶ୍ଚର୍ଯ୍ୟ ହୁଏ । ଲୋପା ବ୍ୟବହାର ରେ ଉମା ବ୍ୟଥିତ ଥିବାବେଳେ, ବିରାଜ ତାକୁ ଆଶ୍ଵସନା ଦିଏ।