Jhia Amara Nua Bohu
18 Views
Dec 31 1969
00:21:59
5

କମିଶନର ଙ୍କ ଠାରୁ ରାହୁଲ ମୃତ ଶୁଣି ପୂଜା ଚମକି ଉଠେ ଓ ଶିଭ୍ ରାଜ ରାଜେନ୍ଦ୍ର ବଳିଆର ସିଂ ରାହୁଲ କୁ ମାରିଚି ବୋଲି ଚିତ୍କାର କରି କୁହେ। ରାହୁଲ ର ମୃତ୍ୟୁ ପାଇଁ ଶିଭ୍ ଦାୟୀ ବୋଲି ହୃଦୟଙ୍ଗମ କରେ ଓ ରାହୁଲ କ୍ଲିଫ୍ ରୁ ଖସି ପଡୁଥିବା କଥା ମନେ ପଡିଯାଏ।
Share