ରାଜ ରାଜେନ୍ଦ୍ର ସହ ସମସ୍ତ ପରିବାର ଲୋକ ଖୁସି ରେ ରଜ ଉତ୍ସବ ମନାଉ ଥାଆନ୍ତି। ହେଲେ ପୂଜା ଫୋନ୍ ରୁ ଆଶୁ ବିରୁଦ୍ଧରେ ଥିବା ପ୍ରମାଣ କୁ ନଷ୍ଟ କରିବା ଫିରାକ ରେ ଜୋତିକା ଥାଏ ଓ ପୂଜା ଭୟରେ ଆଶୁ, ଆଦିତ୍ୟ ପ୍ରତି ଭଲ ବ୍ୟବହାର ଦେଖାଉଥାଏ।