Jhia Amara Nua Bohu
26 Views
Dec 31 1969
00:21:32
5

ପୂଜା ଶାଢୀ ରେ ନିଆଁ ଲଗାଇ ଲୁଚି ଦେଖୁଥାଏ। ପୂଜା ର ଚିତ୍କାର ଶୁଣି ଶିଭ୍ ତାକୁ ବଞ୍ଚାଇ ଦିଏ। ରାଜ ରାଜେନ୍ଦ୍ର, ବିଜୟ କୁ ଆତିଥ୍ୟ ପାଇଁ ହଭେଲୀ କୁ ନିମନ୍ତ୍ରଣ କରିଥିବା ବେଳେ, ବିଜୟ ର ନଜର ସୁବର୍ଣ୍ଣା ଉପରେ ପଡେ। ସୁବର୍ଣ୍ଣା କୁ ଏକାକୀ ପାଇ ବିଜୟ ତା ସହ ଅଭଦ୍ରାମି କଲାବେଳେ ପୂଜା ସହ ପରିବାର ସେଠାରେ ପହଞ୍ଚନ୍ତି।
Share