ଶେଷରେ ପୂଜା ହଭେଲୀ ରେ ରହିବା ପାଇଁ ନିଷ୍ପତ୍ତି ନିଏ। ସେଇଠି ରହି ରାଧିକା ଓ ଲୋପା ରାଜ ରାଜେନ୍ଦ୍ର ସହ ଅଧା ରୁ ଛାଡି ଯାଇ ଥିବା ଯୁଦ୍ଧ କୁ ପୁରା କରିବା ର କଥା କୁହେ। ରାଜ ରାଜେନ୍ଦ୍ର ପୂଜା ର ଚ୍ୟାଲେନ୍ଜ କୁ ଗ୍ରହଣ କରେ।