Jhia Amara Nua Bohu
22 Views
Dec 31 1969
00:22:40
5

ରାଜ ରାଜେନ୍ଦ୍ର ସହ ପରିବାର ଲୋକ ନୂଆ ମନ୍ଦିର ର ଶିଳାନ୍ୟାସ ପାଇଁ ଯାଇଥିବା ବେଳେ ମଉକା ଦେଖି ଆଶୁ, ପୂଜା କୁ ଅଚାନକ ନଦୀ କୁ ଠେଲିଦିଏ। ଶିଭ୍ ପୂଜା କୁ ନଦୀ ଭିତରୁ ନେଇଆସେ।ପୂଜା, ଆଶୁ ର କାର୍ଯ୍ୟ କଳାପ ଦେଖି ତାକୁ ନେକ୍ଲେସ ଚୋରି ଭିଡିଓ କଥା ମନେପକାଇ ଦିଏ।ରାଜ ରାଜେନ୍ଦ୍ର ର ଅତି ସମ୍ପର୍କୀୟ ବିଜୟ ଦାସ ଙ୍କ ଉପସ୍ଥିତି ରେ ପୂଜା ସମ୍ପନ୍ନ ହୁଏ।
Share