Jhia Amara Nua Bohu
66 Views
Dec 31 1969
00:23:06
5

ରାଜ୍ ରାଜେନ୍ଦ୍ର ପୂଜାର ଏମିତି ଖାମଖିଆଲ ଗୁଣ ପାଇଁ ରାଗିବା ସହିତ ଯଦି ଛୁଆର କିଛି ହୁଏ ସେ ପୂଜାକୁ ମାରିବାର ଧମକ ଦିଏ.. ପରେ ଶିବ୍ ପୂଜାକୁ ଡକ୍ଟରଙ୍କ ପାଖକୁ ନେଇକି ଯିବାର ବାହାନା ବନାଏ ଏବଂ ପୂଜାକୁ ଖୁସି କରିବା ପାଇଁ ଗୋଟେ Surprise plan କରେ..ଘରେ ସମସ୍ତେ ପୂଜାକୁ ନେଇ ବ୍ୟସ୍ତ ହେଉଥିବା ବେଳେ ଶିବ୍ ଓ ପୂଜା ଆସି ସମସ୍ତଙ୍କୁ ମିଛ କୁହନ୍ତି ..ଜ୍ୟୋତିକା ଏ ସବୁ ଦେଖି ଚିନ୍ତାରେ ପଡିଯାଏ ହେଲେ ତଥାପି ପୂଜା ଗାଳି ଶୁଣିଥିବାରୁ ସେ ମନେ ମନେ ଖୁସି ହୁଏ..
Share