Jhia Amara Nua Bohu
36 Views
Dec 31 1969
00:22:44
5

ଆଶୁ, ଶିବ୍ କୁ ଭାଙ୍ଗ ମିଶା କ୍ଷୀର ପିଇବାକୁ ଦେଇ ତା ଯୋଜନା ସଫଳ କରିବାକୁ ଚେଷ୍ଟା କରେ.. ଶିବ୍ ନିଶାରେ ବି ପୂଜା କଥା ଚିନ୍ତା କରେ.. ଏବଂ ତାକୁ ଗାଳି କରେ.. ସେପଟେ ଆଶୁ ଶିବ୍ ର ଏ ଅବସ୍ଥାର ପୁରା ଫାଇଦା ଉଠେଇବାକୁ ଚେଷ୍ଟା କରେ.. ଜ୍ୟୋତିକା ଆଶୁ ଓ ତା ପ୍ଲାନ୍ ସଫଳ ହେବା ଭାବି ଖୁସି ହେଉଥାଏ...କ’ଣ ଆଶୁର ଯୋଜନା ସଫଳ ହେବ ?
Share