ଅର୍ଚ୍ଚନା ଲୋପା ପାଖକୁ ଯିବା ପାଇଁ ଜିଦ୍ କଲାବେଳେ ପୂଜା ତାକୁ ବୁଝାଏ, ଯେ ରାଜ ରାଜେନ୍ଦ୍ର ର ଲୋକମାନେ ତାଙ୍କୁ ଖୋଜୁଛନ୍ତି, ଆଉ ସେମାନେ ବିପଦ ରେ ପଡିଯିବେ। ହଠାତ୍ ଶିଭ୍ ଆଉ ତା ଲୋକମାନେ ଆସି ପୂଜା ଓ ଅର୍ଚ୍ଚନା ଲୁଚିଥିବା ଘରେ ପହଞ୍ଚନ୍ତି। ପୂଜା ଓ ଅର୍ଚ୍ଚନା ସେମାନଙ୍କୁ ଦେଖି ଭୟଭୀତ ହୋଇଯାଆନ୍ତି।