ଅର୍ଚ୍ଚନା ପାଇଁ ଆସିଥିବା ମେହେନ୍ଦୀ ରେ କିଛି ମିଶାଇ ଥିବା କଥା ନେଇ ପୂଜା, ଶିଭ୍ କୁ ସନ୍ଦେହ କରେ। ଆଶୁ, ମେହେନ୍ଦୀ କୁ ନେଇ ରଚିଥିବା ଷଡଯନ୍ତ୍ର ରେ ବିଫଳ ହେବାରୁ ବିବ୍ରତ ହୁଏ। ଶିଭ୍, ଅକ୍ଷୟ ସଂଗୀତ ବିଧି କୁ ବିଫଳ କରିବା ପାଇଁ, ନିଜ ଲୋକ ମାନଙ୍କ ସାହାଯ୍ୟରେ ଅକ୍ଷୟ କୁ କାର୍ ଭିତରେ ବନ୍ଦ କରିଦିଏ। ପୂଜା କୁ କିଡ୍ନନାପ୍ କରିଥିବା ଗୁଣ୍ଡା ସହ ଶିଭ୍ କୁ ଦେଖି, ସେ ଘଟଣା ପଛରେ ଶିଭ ର ହାତ ଥିବା କଥା ଶନି କୁ କହେ।