ପୂଜା, ତାକୁ ମାରିବାକୁ ଚାହୁଁଥିବା ଲୋକର ନାଁ ଜାଣିବା ପାଇଁ ବହୁତ ବ୍ୟସ୍ତ ହେଇପଡେ.. ସେପଟେ ଶିବ୍ ପୂଜାକୁ ବୁଝେଇବାକୁ ଚେଷ୍ଟା କରେ କିନ୍ତୁ ପୂଜା ଶିବ୍ ଉପରେ ରାଗିଥିବାରୁ କଥା ହୁଏନି.. ଶିବ୍ ପୂଜାକୁ ମନେଇବା ପାଇଁ ପ୍ଲାନ୍ କରେ.. ସେପଟେ ଅର୍ଚ୍ଚନା ତା ପରିବାର ଠାରୁ ଚାକିରୀ ଛାଡିବା କଥା ଲୁଚେଇଥିବାରୁ ଚିନ୍ତାରେ ଥାଏ..