ଅକ୍ଷୟ କୁ ଅର୍ଚ୍ଚନା କୁ ହଭେଲୀ କୁ ଛାଡି ବା ପାଇଁ ଆସିଥିବା ବେଳେ ହଠାତ୍ ଆଶୁ ଦୂରରେ ଦେଖି ପାରେ ଓ ଅସହ୍ୟ ହେଇପଡେ। ଶିଭ୍ ଓ ଜୋତିକା କୁ ଉଦୟ ଆସି ପୁଲିସ୍ ହଭେଲୀ କୁ ଆସିଥିବା ଖବର ଦିଏ।