Jhia Amara Nua Bohu
359 Views
Dec 31 1969
00:21:50
5
5
ଆଶୁକୁ ହଇରାଣ କରିବା ପାଇଁ ପୂଜା ଓ ଅର୍ଚ୍ଚନା ଯୋଜନା କରନ୍ତି ଏବଂ ଶିବ୍ କୁ କହି ଗୋଟେ ଭୁଲ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ଆଶୁକୁ କୁହନ୍ତି.. ଜ୍ୟୋତିକା ଅର୍ଚ୍ଚନାକୁ କହେ ତା ଦୂର ସଂପର୍କୀୟଙ୍କ ପୁଅ ରୁଦ୍ରକୁ ଆଣିବାକୁ ଯିବାକୁ.. ସେପଟେ ଅକ୍ଷୟ କୁ ପଣ୍ଡିତ କୁହନ୍ତି ତା ବୈବାହିକ ଜୀବନରେ କିଛି ଗୋଟେ ବଡ ପରିବର୍ତ୍ତନ ହେବାକୁ ଯାଉଛି..
Share