Jhia Amara Nua Bohu
26 Views
Dec 31 1969
00:21:46
5

ଶିବ୍ ପୁରା ପରିବାର ସ୍ଥିର କରନ୍ତି ପୂଜାଠାରୁ ଲୋପା ଗୋଟେ ଘରେ ବନ୍ଦ ଥିବା କଥା ଜଣେଇବେନି.. ହେଲେ ଆଶୁ ଓ ଜ୍ୟୋତିକା ଚିନ୍ତା କରନ୍ତି ଲୋପାର ସତ ପୂଜା ଜାଣିବା ପରେ ହିଁ ଏ ଘରୁ ପୂଜାକୁ ବାହାର କରିବାର ପ୍ଲାନ୍ ସଫଳ ହେବ..
Share