ପୂଜା କଥାରେ ବୈଶାଳି କୁ ଦେଇଥିବା ସ୍ବାଧୀନତା ଦେଇଥିବା ର କାରଣ ଜୋତିକା, ରାଜ ରାଜେନ୍ଦ୍ର କୁ ପଚାରେ ହେଲେ ସେ, ବାହାନା କରି ଟାଳିଦିଏ। ଶିଭ୍ ବଳପୂର୍ବକ ପୂଜା ର ନିକଟତର ହୁଏ, ପୂଜା ଡରିଯାଏ ଓ ଏ ସବୁ କୁ କାପୁରୁଷ ପଣିଆ, ବୋଲି ଶିଭ୍ କୁ କହେ।