ଆଶୁ ର ଅକ୍ଷୟ କୁ ଦେଖା କରିବା କୁ ତା ଅଫିସ୍ କୁ ଯାଏ। ପୂଜା, ଅର୍ଚ୍ଚନା ର ସବୁ ବିଧି ଓ ବାହାଘର ପାଇଁ ଅନ୍ଲାଇନ୍ ସପିଙ୍ଗ କରେ। ରାଜ ରାଜେନ୍ଦ୍ର ର ପୂଜାଘରେ, ଅର୍ଚ୍ଚନା ଓ ଅକ୍ଷୟ ର ବାହାଘର ପତ୍ର ଉପରେ ନଜର ପଡିବା ପୂର୍ବରୁ ପୂଜା, ବୈଶାଳି କୁ ଇସାରା କରି ଲୁଚେଇ ଦିଏ।