Jhia Amara Nua Bohu
24 Views
Dec 31 1969
00:22:15
5

ବିଜୟ କୁ ନମାରି ଆଇନ ହାତରେ ଦେଇ ଦେବାପାଇଁ, ପୂଜା ରାଜ ରାଜେନ୍ଦ୍ର କୁ ବୁଝାଇବାକୁ ପ୍ରସ୍ତୁତ ହୁଏ ଓ ପରିବାର ପୂଜା ର ସାଥ ଦିଅନ୍ତି। ରାଜ ରାଜେନ୍ଦ୍ର ସାମ୍ନା ରେ, ବିଜୟ ମୁହଁ ରେ ଆଶୁ ନା ବାହାରିବା ଭୟ ରେ ଜୋତିକା ଓ ଆଶୁ ଭୟଭୀତ ଥାଆନ୍ତି।
Share