ରାଜ ରାଜେନ୍ଦ୍ର,ଅର୍ଚ୍ଚନା କୁ ସୁଜୟ କବଳ ରୁ ସୁରକ୍ଷିତ ମୁକୁଳେଇ ଆଣେ। ସୁଜୟ ର ମୃତ୍ୟୁ ହୁଏ।ଆଶୁ ଦ୍ଵାରା ଟାବଲେଟ୍ ମିଶା ହୋଇଥିବା କ୍ଷୀର ଅଜାଣତରେ ଶିଭ ଓ ପୂଜା ପିଇ ନିଶାସକ୍ତ ହୋଇ ଯାଆନ୍ତି ଓ ପରସ୍ପର ପ୍ରତି ବିପରୀତ ବ୍ୟବହାର ଦେଖାନ୍ତି।