Jhia Amara Nua Bohu
343 Views
Dec 31 1969
00:22:57
5
5
ଶିବ୍ ପୂଜା ପାଇଁ କିଛି Surprise plan କରେ.. ପୂଜା ସେ ସବୁ ଦେଖି ଖୁସି ହେଇଯାଏ ହେଲେ ସେ ଜାଣିପାରେ ଆଶୁ ସେମାନଙ୍କ ଉପରେ ନଜର ରଖିଛି.. ପୂଜା ଜାଣିଶୁଣି ଶିବ୍ ସହିତ ରୋମାନ୍ସ କରେ.. ଯାହା ଦେଖିକି ଆଶୁ ରାଗିଯାଏ.. ପରେ ଶିବ୍ ଆଶୁକୁ ଚୋର ଭାବେ ଆଉ ପୂଜା ମଉକାର ଫାଇଦା ଉଠେଇ ଆଶୁକୁ ମାରେ.. ଶେଷରେ ରାଜ୍ ରାଜେନ୍ଦ୍ର ଆଶୁକୁ ଆଦେଶ ଦିଅନ୍ତି ପୂଜାର ଦେଖା ଶୁଣା କରିବା ପାଇଁ..
Share