Jhia Amara Nua Bohu
210 Views
Dec 31 1969
00:22:35
5
5
ଅର୍ଚ୍ଚନା ଜାଣିଶୁଣି ପୂଜାକୁ ଚିଡେଇବା ପାଇଁ ଶିବ୍ ଓ ତା ସଂପର୍କ ବିଷୟରେ ପଚାରେ.. ପୂଜା ବାହାନା କରି ଅର୍ଚ୍ଚନା କଥାର କିଛି ଉତ୍ତର ଦିଏ ନାହିଁ.. ଜ୍ୟୋତିକା ସମସ୍ତଙ୍କ ପାଇଁ ଖାଇବା ମଗେଇଥାଏ ହେଲେ ପୂଜା Chinese food ଖାଇଦିଏ ଯୋଉଥିପାଇଁ ରାଜ୍ ରାଜେନ୍ଦ୍ର ରାଗିଯାଏ..ଜ୍ୟୋତିକା ତା ଯୋଜନା ସଫଳ ହେଇଥିବାରୁ ଖୁସି ହୁଏ..
Share