Jhia Amara Nua Bohu
322 Views
Dec 31 1969
00:22:42
5
5
ପୂଜାକୁ ମାରିବା ପାଇଁ ଆସିଥିବା ଗୁଣ୍ଡାଙ୍କ ସହ ପୂଜା ଲଢେ ଏବଂ ସେମାନଙ୍କୁ ମାରେ.. ହେଲେ ଶେଷରେ ସେ ଗୁଣ୍ଡା ପୂଜାକୁ ହରେଇ ତାକୁ ମାରିବାକୁ ଚେଷ୍ଟା କରେ କିନ୍ତୁ ଶିବ୍ ଆସି ପୂଜାକୁ ରକ୍ଷା କରେ.. ଗୁଣ୍ଡା ମାନେ ଶିବ୍ କୁ ମାରି ଆହାତ କରିଦିଅନ୍ତି.. ଶିବ୍ ପାଇଁ ପୂଜା ବହୁତ ବ୍ୟସ୍ତ ହେଇପଡେ..
Share