ବାହାଘର ରେ ସନ୍ମତି ନଥିବା,ପୂଜା କହିଥିବା କଥା ଶିଭ୍ ର ମନେପଡେ।ଏବଂ ଶିଭ୍ କଥା ମନେପଡିବା ନେଇ ପୂଜା ମନରେ ପ୍ରଶ୍ନ ଉଙ୍କି ମାରୁଥାଏ।ରାଜ ରାଜେନ୍ଦ୍ର କୁ ରାଜନୈତିକ ଫାଇଦା ଦେବାପାଇଁ ବିଜୟ , ସୁବର୍ଣ୍ଣା କୁ ପାଇବା ସର୍ତ୍ତ ରଖେ। ହନିମୁନ ପାଇଁ ଟିକେଟ୍ ରାଜ ରାଜେନ୍ଦ୍ର ଠାରୁ ପାଇ ଶିଭ୍ ଓ ପୂଜା ପରସ୍ପର କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହନ୍ତି।