ସାମୁହିକ ବିବାହ ପାଇଁ ସମସ୍ତ ଆୟୋଜନ ହେଇ ସାରିବା ପରେ ରାଜ ରାଜେନ୍ଦ୍ର ଆସେ। ଅର୍ଚ୍ଚନା କୁ ସଜେଇ ବେଦୀ କୁ ଆଣିବା ପାଇଁ ଶିଭ୍, ପୂଜା କୁ କହେ। ଆଳତୀ ଆରମ୍ଭ ହୁଏ, ଅର୍ଚ୍ଚନା ବେଦୀ ପାଖକୁ ଆସେ।