ଜୋତିକା, ପୂଜା କୁ ମାଣବସା ଅଟକାଳୀ ତିଆରି କରିବା ପାଇଁ କୁହେ। ପୂଜା, ଅଟକାଳୀ ପାଇଁ ଚାଉଳ ଗୁଣ୍ଡ କରୁଥିବା ବେଳେ ଶିଭ୍ ଆସେ ଓ ପୂଜା କୁ ତାଛଲ୍ୟ କରେ, ହେଲେ ଶେଷରେ ପୂଜା ତାକୁ ହସରେ ଉଡେଇ ଦିଏ।