Jhia Amara Nua Bohu
24 Views
Dec 31 1969
00:22:01
5

ପୂଜା ରୁମ୍ ରେ ନିଆଁ ଲଗେଇ ଦେଇଥିବା ଦେଖି ଶିଭ୍ ରଗିଯାଏ। ପୂଜା କୁ ଜବରଦସ୍ତି ଟାଣି ଟାଣି ବିବାହ ହେଇଥିବା ମଣ୍ଡପ ପାଖକୁ ନେଇଆସେ।ପୂଜା ଓ ତାର ବିବାହ ହୋଇଥିବା କଥା ଜାହିର କରେ ଓ ଏହା ଶୁଣି ପୂଜା ପୂର୍ବରୁ ଦେଖୁଥିବା ଭୟଙ୍କର ସପ୍ନ କଥା ମନେପଡେ।
Share