ଆଶୁ ଏକାନ୍ତ ରେ ଥିବାବେଳେ ଅକ୍ଷୟ ସହ ତାର ପୁରୁଣା ସ୍ମୃତି ମନେପଡେ। ଶିଭ୍ ଆସି ପୂଜା କୁ କୁଳଦେବୀ ମନ୍ଦିର କୁ ଯିବାପାଇଁ କହେ ଓ ତା ମଥାରେ ସିନ୍ଦୁର ଦେବାକୁ ଗଲାବେଳେ ପୂଜା ରଗିଯାଏ ଓ କହେ ସେ ଏ ବାହାଘର କୁ ସ୍ୱୀକାର କରେନି।