Jhia Amara Nua Bohu
176 Views
Dec 31 1969
00:22:40
5
5
ଜ୍ୟୋତିକା ବୈଶାଳିର କଥାକୁ ନେଇ ରାଗିଯାଏ ଏବଂ ତାକୁ ଶାସ୍ତି ଦେବାକୁ ସ୍ତିର କରେ.. ସେଥିପାଇଁ ବୈଶାଳୀ ବନେଇଥିବା ଚା’ରେ ସେ ଲୁଣ ମିଶେଇ ରାଜ୍ ରାଜେନ୍ଦ୍ର ଠାରୁ ବୈଶାଳୀକୁ ଗାଳି ଶୁଣେଇବାକୁ ଯୋଜନା ବନାଏ.. ହେଲେ ପୂଜା ବୈଶାଳୀକୁ ବଂଚେଇ ଦିଏ.. ପରେ ଜ୍ୟୋତିକା ଭଲ ହେବାର ନାଟକ କରି ପୂଜା ଓ ବୈଶାଳିକୁ କ୍ଷମା ମାଗେ Chinese food କୁ ନେଇ ଘଟିଥିବା ଘଟଣା ପାଇଁ..
Share