Jhia Amara Nua Bohu
23 Views
Dec 31 1969
00:22:09
5

ଅର୍ଚ୍ଚନା ଓ ଅକ୍ଷୟ ର କୁଳଦେବୀ ମନ୍ଦିର ରେ ଦିଅଁ ମଙ୍ଗୁଳା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜୋତିକା ଓ ଅଶୁ ସାମିଲ୍ ହୁଅନ୍ତି। ଆଶୁ ସହ ଅକ୍ଷୟ ର ହଠାତ୍ ସେଠି ଦେଖାହୁଏ। ଅର୍ଚ୍ଚନା ସହ ବିବାହ ବିଧି କୁ ସହମତି ଦେବା ର କାରଣ ଆଶୁ, ଅକ୍ଷୟ କୁ ପଚାରେ।
Share