Jhia Amara Nua Bohu
242 Views
Dec 31 1969
00:22:52
5
5
ପୁରା ପରିବାର ବାହାରକୁ ଯାଉଥିବା ବେଳେ ପୂଜା ବାହାନା ଦେଖେଇ ଘରେ ରହେ.. ଆଶୁ ଏ ସବୁ ବୁଝିପାରେ ଏବଂ ସେ ଶିବ୍ କୁ ଷ୍ଟୋର୍ ରୁମ୍ ରେ ବନ୍ଦ କରିଦିଏ.. ପୂଜା ଶିବ୍ କୁ ଖୋଜିବା ସହିତ ତାକୁ massage କରେ.. ହେଲେ ଶିବ୍ ପୂଜାକୁ ଅଣଦେଖା କରେ.. କ’ଣ ଶିବ୍ ଆଶୁର ଚକ୍ରାନ୍ତକୁ ବିଫଳ କରି ପୂଜା ପାଖରେ ପହଂଚିପାରିବ.. ?
Share