Jhia Amara Nua Bohu
22 Views
Dec 31 1969
00:22:14
5

ଦୁର୍ଘଟଣାରେ ଅର୍ଚ୍ଚନାର କିଛି ବି ହୁଏନି ସେ ବଂଚାଯାଏ ଯାହା ଶୁଣି ମହାରାଣୀ ଓ ଆଶୁ ରାଗିଯାନ୍ତି.. ପୂଜା ଅର୍ଚ୍ଚନାର ଏ ଅବସ୍ଥା ପାଇଁ ନିଜକୁ ଦୋଷ ଦିଏ.. ଏବଂ ସେ ଆଗକୁ ଏ ସତ କାହା ସାମ୍ନାରେ ବି କହିବନି ବୋଲି ସ୍ଥିର କରେ.. ସେପଟେ ଜ୍ୟୋତିକା ଏଇ ମଉକାର ଫାଇଦା ଉଠେଇ ଲୋପାକୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରେ ଏବଂ ଜ୍ୟୋତିକାର ଯୋଜନାକୁ ନ ବୁଝିପାରି ବିରାଜ୍ ଲୋପା ଉପରକୁ ହାତ ଉଠାଏ..କ’ଣ ଲୋପା ଜାଣିପାରିବ ଅର୍ଚ୍ଚନା ଓ ତା ଭିତରେ ଥିବା ସଂପର୍କର ସତ.. ?
Share