Jhia Amara Nua Bohu
23 Views
Dec 31 1969
00:22:56
5

ପୂଜା ଶିବ୍ ସାମ୍ନାରେ ଆଶୁର ଉଦେଶ୍ୟ ବିଷୟରେ କହେ.. ହେଲେ ଶିବ୍ କହେ ଆଶୁ ଓ ସେ କେବଳ ଦୁହେଁ ଭଲ ଫ୍ରେଣ୍ଡ.. ସେପଟେ ଶାନ୍ତି ଲୋପାର ବ୍ୟବହାର ପାଇଁ ତାକୁ ଅପମାନିତ କରେ ଏବଂ ଅର୍ଚ୍ଚନା କେବେ ବଳିଆରସିଂ ପରିବାରକୁ ଆସିବନି ବୋଲି କହେ.. ଏ କଥା ଶୁଣି ପୂଜା ଆହୁରି ଅଧିକ ଭାଙ୍ଗିପଡେ ହେଲେ ଆଶୁ ଓ ଜ୍ୟୋତିକା ଏ ସବୁର ମଜା ନିଅନ୍ତି..
Share