ପୂଜା ର ସମ୍ୟକ୍ ଦେହ ଅସୁସ୍ଥ ଦେଖି ରାଜ ରାଜେନ୍ଦ୍ର ଓ ପରିବାର ପୂଜା ମା' ହେବାକୁ ଯାଉଥିବା ଭାବନ୍ତି ।ହେଲେ ଡକ୍ଟର ଙ୍କ ଅନୁଯାୟୀ ସେମିତି କିଛି ନଥାଏ।ପୂଜା କୁ ଶିଭ୍ ଜୀବନ ରୁ ବାହାର କରିବା ଓ ନିଜେ ଶିଭ କୁ ପାଇବା ପାଇଁ ଆଶୁ, ମଲ୍ଲିକା ର ସାହାଯ୍ୟ ନିଏ।