Jhia Amara Nua Bohu
23 Views
Dec 31 1969
00:20:43
5

ଲୋପା, ପୂଜା ଓ ଅର୍ଚ୍ଚନା କୁ ନେଇ ରାହୁଲ ଘରୁ ବାହାରି ଆସନ୍ତି। ରାହୁଲ ଭାଗିଂ ପଡେ। ରାସ୍ତା ରେ ଆସୁଥିବା ବେଳେ ପଛରୁ ମୀରା ଆସନ୍ତି, ନିଜ ଭୂଲ ବୁଝିପାରି ଲୋପା କୁ ପୂଜା ସହ ରାହୁଲ ର ବାହାଘର ପାଇଁ ସମ୍ମତି ଦିଅନ୍ତି।
Share