ପୂଜା କିଡ୍ନନାପ୍ ହେଇ ରହିଥିବା ସ୍ଥାନ କୁ ଶିଭ୍ ଓ ଉଦୟ ଯାଇ ପହଞ୍ଚନ୍ତି। ପୂଜା କୁ ମୁକ୍ତ କରି ଘରକୁ ନେଇ ହଭେଲୀ କୁ ଯାଆନ୍ତି। ଶିଭ୍ କୁ ଦେଖି ବିରାଜ ରାଗିଯାଇ ଶିଭ୍ ଉପରେ ଉତ୍ତେଜିତ ହେଲାବେଳେ ପୂଜା କୁ ଦେଖେ।