Jhia Amara Nua Bohu
25 Views
Dec 31 1969
00:21:42
5

ବିବାହ ବାର୍ଷିକରେ ବୈଶାଳୀ ସହ ପୁଣିଥରେ ବାହାଘର କରେଇବାକୁ ଶିବ୍ ରାଜ୍ ରାଜେନ୍ଦ୍ରକୁ ବୁଝାଏ.. ଏବଂ ଶିବ୍ ର ଖୁସି ପାଇଁ ରାଜ୍ ରାଜେନ୍ଦ୍ର ବାହାଘର ପାଇଁ ରାଜି ହେଇଯାଏ.. ଜ୍ୟୋତିକା ଜାଣିପାରେ ଏ ସବୁ ପୂଜାର ଯୋଜନା ଯେଉଁଥିପାଇଁ ସେ ପୂଜା ଉପରେ ରାଗେ.. ସେପଟେ ରାଜ୍ ରାଜେନ୍ଦ୍ର ମଧ୍ୟ ପୂଜାକୁ କେବେ ବି କ୍ଷମା କରିବନି ବୋଲି କହେ.. ଯେଉଁଥିପାଇଁ ପୂଜା ମନ ଖରାପ କରେ..
Share