Jhia Amara Nua Bohu
26 Views
Dec 31 1969
00:22:50
5

ବିବାହ ସମ୍ପନ୍ନ ହୁଏ।ପୂଜା କୁ ଏକ କୋଠରୀ ରେ ଆଶୁ ଷଡଯନ୍ତ୍ର ସହ ବନ୍ଦ କରିଦିଏ। ଆଶୁ ସହ ଶିଭ୍ ଦେଖାହୁଏ। ଶିଭ୍ କୁ ଭୂଲାଇ ଆଶୁ ସେଠାରୁ ନେଇ ଯିବାବେଳେ, ହଠାତ୍ ଶିଭ୍ ପୂଜା ର ସ୍ୱର ଶୁଣେ ଓ ଯାଇ ତାକୁ ସାପ କବଳରୁ ବଞ୍ଚାଏ। ବିଶ୍ବା ଆସି ରାଜ ରାଜେନ୍ଦ୍ର କୁ ପୂଜା ଓ ଶିଭ୍ ଆସୁଥିବା ଗାଡି ଜଙ୍ଗଲ ରେ ଆକ୍ସିଡେଣ୍ଟ ହେଇଥିବା ଖବର ଦିଏ।
Share