Jhia Amara Nua Bohu
23 Views
Dec 31 1969
00:20:33
5

ଲୋପା, ପୂଜା ଓ ରାହୁଲ ର ବାହାଘର ବିଷୟରେ କଥା ହେବାପାଇଁ ରାହୁଲ ଘର କୁ ଯାଆନ୍ତି। ସେଇଠି ରାହୁଲ ର ମା' ମୀରା ସେମାନଙ୍କୁ ବହୁତ କଟୂ କଥା କୁହନ୍ତି।ଆଉ ଲୋପା ତାର ଉଚିତ୍ ଜବାବ ଦେଇ ପୂଜା ଆଉ ଅର୍ଚ୍ଚନା କୁ ନେଇ ସେଇଠୁ ଚାଲିଯାଆନ୍ତି।
Share