Jhia Amara Nua Bohu
155 Views
Dec 31 1969
00:22:57
5
5
ଆଡମିଟ କାଡ୍ ନଥିବାରୁ ପୂଜା କୁ ପରୀକ୍ଷକ ପରୀକ୍ଷା ହଲ୍ ରୁ ବାହାର କରିଦିଅନ୍ତି। ଆଶୁ ପୂଜା ଠାରୁ ଚୋରି କରିଥିବା ଆଡମିଟ କାଡ୍ ରେ ନିଆଁ ଲଗେଇ ନଷ୍ଟ କରିଦିଏ। ପୂଜା ଘରକୁ ଫେରିବା ପରେ, ଆଶୁ ପରୀକ୍ଷା ବିଷୟରେ ପଚାରିବାରୁ ସେ ପ୍ରିନ୍ସପାଲ୍ ଙ୍କ ପରିମିଶନ ରେ ପରୀକ୍ଷା ଦେଇଥିବା କୁହେ। ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ରେ ଶିଭ୍, ପଟ୍ଟନାୟକ କୁ ଦଣ୍ଡ ଦେବାକୁ ଯିବା ବେଳେ, ପୂଜା ବନ୍ଧୁକ ନେଇଯିବା ପାଇଁ ବାରଣ କରେ।
Share