Jhia Amara Nua Bohu
25 Views
Dec 31 1969
00:23:58
5

ଅର୍ଚ୍ଚନା ନୂଆ ଅଫିସ୍ ର ବସ୍ ଭାବରେ ରୁଦ୍ରକୁ ଦେଖି ଆଶ୍ଚର୍ଯ୍ୟ ହୁଏ.. ରୁଦ୍ରର ବ୍ୟବହାର ଅର୍ଚ୍ଚନାକୁ ସନ୍ଦେହ ଲାଗେ.. ସେପଟେ ଦୁର୍ଗାପୂଜାରେ ଜ୍ୟୋତିକା ଆଶୁକୁ କହେ ଶିବ୍ କୁ ନିଜର କରିବାକୁ ଉପାୟ ଖୋଜ.. ଆଶୁ ଓ ଶିବ୍ କୁ ଏକାଠି ଦେଖି ରାଜ୍ ରାଜେନ୍ଦ୍ର ରାଗିଯାଏ.. ଏବଂ ଏଥିପାଇଁ ଜ୍ୟୋତିକାକୁ ଗାଳିକରେ..
Share