ପୂଜା ଅର୍ଚ୍ଚନା କଥା ଭାବି ଡରୁଥିବା ବେଳେ ଶାନ୍ତି ପୂଜାକୁ ଭୁଲ ବୁଝେ ଏବଂ ଅର୍ଚ୍ଚନାକୁ ଏ ସବୁ ପାଇଁ ଦୋଷ ଦିଏ.. କ’ଣ ପୂଜା ଅର୍ଚ୍ଚନା ନାଁରେ ଲାଗିଥିବା ଏ ଦୋଷକୁ ଦୂର କରିପାରିବ.. ?