ରାଜ ରାଜେନ୍ଦ୍ର, ଶିଭ୍ ଓ ପୂଜା କୁ ପଟ୍ଟନାୟକଙ୍କ ଘରକୁ ନଜିବା କାରଣ ପଚାରେ। ଶିଭ୍ ବିହାନା କରି ନଜିବା ପଛରେ ନିଜ କୁ ଦୋଷୀ କହେ। ଶିଭ୍, ପୂଜା କୁ ରାଜ ରାଜେନ୍ଦ୍ର କ୍ରୋଧ ରୁ ବଞ୍ଚେଇ ବା ଦେଖି ପୂଜା ଆଶ୍ଚର୍ଯ୍ୟ ହୁଏ।