Jhia Amara Nua Bohu
43 Views
Dec 31 1969
00:22:46
5

ପୂଜା ଭିକି ପାଖରେ ପହଁଞ୍ଚି ସତ ଜାଣିବା ପାଇଁ ବ୍ୟସ୍ତ ଥିବା ବେଳେ ରାଜ୍ ରାଜେନ୍ଦ୍ରର ଗୁଣ୍ଡା ତା ପଛରେ ପଡିଯାନ୍ତି.. ସେପଟେ ଘରେ ଗଣେଶ ପୂଜାରେ ବୈଶାଳିକୁ ଅପମାନିତ କରିବା ପାଇଁ ଜ୍ୟୋତିକା ଯୋଜନା କରେ.. ଏବଂ ଆଶୁକୁ କହେ ସବୁ ଖାଇବା ନଷ୍ଟ କରିଦେବାକୁ ଆଶୁ ମଧ୍ୟ ସେମିତି କରେ.. କ’ଣ ଜ୍ୟୋତିକାର ଯୋଜନା ସଫଳ ହେବ.. ?
Share