ପୂଜା ଓ ଶିଭ୍ ପରିବାର ସହ କୁଳଦେବୀ ମନ୍ଦିର କୁ ଯାଇ ପୂଜା କରନ୍ତି। ଅକ୍ଷୟ ଓ ଶନି ମିଶି ପୂଜା କୁ ରାଜ ରାଜେନ୍ଦ୍ର ଓ ଶିଭ୍ କବଳରୁ ଖସାଇ ନେବା ପାଇଁ ରଚିଥିବା ପ୍ଲାନ ବିଷୟରେ ବିରାଜ,ପୂଜା କୁ କୁହେ।