ପୂଜା ମନ୍ଦିର ବାହାରେ ଅକ୍ଷୟ ଓ ଆଶୁ କଥାହେବା ଦେଖିନିଏ। ଜୋତିକା କୁଳଦେବୀ ମନ୍ଦିର ରୁ ଆସେ।ଶିଭ୍ ତାକୁ ସେଠାକୁ ଯିବା ର କାରଣ ପଚାରିବା ରୁ ଜୋତିକା ନିଜ କୁ କରୁଣମୟୀ ରାଧେମା କହି ଟାଳିଦିଏ। ହେଲେ ଶିଭ୍ ଏ ବାହାଘର କରେଇ ହେବନାହିଁ ପ୍ରତିଜ୍ଞା କରେ।