Jhia Amara Nua Bohu
22 Views
Dec 31 1969
00:21:56
5

ପୂଜା ଓ ଶିଭ ଉଭୟଙ୍କର ଖୁସି ର ମୁହୁର୍ତ୍ତ ଦେଖି ଆଶୁ ସହ୍ୟ କରିପାରୁ ନଥାଏ। ପୂଜା କୁ ଅପମାନିତ କରିବା ପାଇଁ ଦୋଳି ରେ ଆଶୁ ଲଗାଇ ଥିବା କେମିକାଲ ଅଠା ଜୋତିକା ଶାଢ଼ୀ ରେ ଲାଗିଯାଏ। ପୂଜା,ଆଶୁ କୁ ଏସବୁ ପାଇଁ ଦାୟୀ କରେ ଓ ଯେମିତି ହେଲେ ବି ଆଦିତ୍ୟ ସହ ବିବାହ ନିଶ୍ଚିତ ବୋଲି ଆଶୁ କୁ କୁହେ।
Share