Jhia Amara Nua Bohu
112 Views
Dec 31 1969
00:22:39
5

ରାଜ ରାଜେନ୍ଦ୍ର ଆଶୁ ପାଇଁ ଭଲ ବର ଖୋଜି ଦେବା ପାଇଁ ମହାରାଣୀ କୁ ଉପହାର ଦିଅନ୍ତି..ଶିବ୍ ଓ ପୂଜା ଭିତରେ ଥିବା ମନାନ୍ତର ଆଶୁ ସାମ୍ନାକୁ ଆସେ.. ମହାରାଣୀ ଟଙ୍କା ପାଇଁ ଜ୍ୟୋତିକା କୁ ବ୍ଲାକ୍ ମେଲ୍ କରେ ଯାହା ପୂଜା ଆଗରେ ଧରାପଡ଼େ ହେଲେ ଜ୍ୟୋତିକା ଚାଲାକି ରେ କଥା ସମ୍ଭାଳି ନିଏ.. ସେପଟେ ମହାରାଣୀର ପ୍ରକୃତ ପରିଚୟ ପୂଜା ସାମ୍ନାକୁ ଆସେ..ଏବେ ମହାରାଣୀ ପାଇଁ କ’ଣ ହେବ ପୂଜାର ନିଷ୍ପତ୍ତି..?
Share