ଜ୍ୟୋତିକା ପୂଜାର ଫୋନ୍ ପାଇଯାଏ ହେଲେ ସେ ତା ଉଦେଶ୍ୟ ପୁରା କରିବା ଆଗରୁ ପୂଜା ଜ୍ୟୋତିକା ଠାରୁ ଫୋନ୍ ନେଇଯାଏ.. ଆଶୁର ମେହେନ୍ଦି ପାଇଁ ସମସ୍ତେ ପ୍ରସ୍ତୁତି କରନ୍ତି ହେଲେ ଆଶୁ ଏ ମେହେନ୍ଦିରେ ଜମା ବି ଖୁସି ନଥାଏ.. କିନ୍ତୁ ଜ୍ୟୋତିକା ତାକୁ ବୁଝେଇବା ସହ ଏ ବିବାହକୁ ସେ ଅଟକେଇବ ବୋଲି କଥା ଦିଏ.. କ’ଣ ଜ୍ୟୋତିକା ଓ ଆଶୁର ପ୍ଲାନ୍ ବିଷୟରେ ପୂଜା ଜାଣିପାରିବ.. ?