Jhia Amara Nua Bohu
22 Views
Dec 31 1969
00:20:36
5

ପୂଜା ଓ ରାହୁଲ ଉଭୟ ବାହାଘର ଖୁସି ରେ ଫୋନ୍ ରେ କଥା ହେଉଥାନ୍ତି। ଆଶୁ ସହ ବାହାଘର କଥା କୁ ନେଇ ଶିଭ୍ ବିବ୍ରତ ହୋଇ ପୂଜା କୁ ଫୋନ୍ କରେ। ହଠାତ୍ ଶିଭ୍ ର ଫୋନ୍ ଦେଖି ପୂଜା ଆଶ୍ଚର୍ଯ୍ୟ ହୁଏ ଓ ଶିଭ୍ ସହ କଥାହୁଏ।
Share