Jhia Amara Nua Bohu
25 Views
Dec 31 1969
00:22:27
5

ଅର୍ଚ୍ଚନା କୁ ଅକ୍ଷୟ ହଭେଲୀ ପାଖରେ ଛାଡିବାକୁ ଆସିଥିବା ବେଳେ ଆଶୁ ଦେଖିନିଏ ଓ ରାଗିଯାଏ। ଅର୍ଚ୍ଚନା ହଭେଲୀ କୁ ପ୍ରବେଶ କରିବା ସମୟରେ ଆଶୁ ବାଟଜଗେ ଓ ଶକ୍ତ ଚାପୁଡା ମାରେ।ପୂଜା ଦେଖିନିଏ ଓ ତାଙ୍କ ଦୁଇଜଣ ଙ୍କ ପ୍ରତି ଏଭଳି ଘୃଣା ର କାରଣ ପଚାରେ। ବାହା ହେଇ ହଭେଲୀ ରୁ ବାହାରି ଗଲେ ହିଁ ଏ ନର୍କ ରୁ ଉଦ୍ଧାର ମିଳିବ ବୋଲି ପୂଜା,ଅର୍ଚ୍ଚନା କୁ ଧାର୍ଯ୍ୟ ଦିଏ।
Share