Jhia Amara Nua Bohu
24 Views
Dec 31 1969
00:22:28
5

ଶିବ୍ ପୂଜା ଠାରୁ ସବୁ ସତ ଜାଣିବା ପରେ ଆହୁରି ରାଗିଯାଏ.. ଏବଂ ପୂଜାର ବ୍ୟବହାର ପାଇଁ ସେ କେବେ ବି ତା ସହିତ କଥା ହବନି ବୋଲି କହେ.. ପୂଜା ଶିବ୍ ର ରାଗ ଦେଖି ବହୁତ ଭାଙ୍ଗିପଡେ.. କ’ଣ ଏ ଭୁଲବୁଝାମଣ ପୂଜା ଶିବ୍ ଙ୍କ ସଂପର୍କକୁ ସବୁଦିନ ପାଇଁ ଭାଙ୍ଗିଦେବ.. ?
Share